ବାଇକ ଚୋରି ରାକେଟ ର ପର୍ଦା ଫାଶ କଲା ତମାଣ୍ଡୋ ଥାନା ପୋଲିସ | ମନିସ ପଟନାୟକ, ବାବୁ ରାଓ ଆଚାର୍ଯ୍ୟ କୁ ଗିରଫ କଲା ପୋଲିସ | 11ଟି ଚୋରା ମୋଟର ସାଇକେଲ ଜବତ | ସେଥିରୁ 6ଟି ବୁଲେଟ ମଧ୍ୟ ରହିଛି | ୩ ଜଣ ରିସିଭର ଙ୍କୁ ମଧ୍ୟ ଗିରଫ କରାଯାଇଛି | ସେମାନେ ହେଲେ ସନ୍ତୋଷ କୁମାର ବେହେରା, ସଚିନ ଗୌଡ଼ ଏବଂ ବିଜନ କୁମାର ସ୍ୱାଇଁ