ରେଙ୍ଗାଲି ପୋଲିସ ଦ୍ୱାରା ବନ୍ଧୁକ ଚୋରା ଚାଲାଣ ର ପର୍ଦାଫାଶ, 2ଗିରଫ ଗିରଫ ଅଭିଯୁକ୍ତ ମାନେ ହେଲେ ଝାରସୁଗୁଡା ଅଂଚଳର ସିଦ୍ଧାନ୍ତ କିଷାନ ଓ ଯୁଧିଷ୍ଠିର କିଷାନ ଗୁରୁବାର ଦିନ 11ଟା ରେ ପୋଲିସ ଯାଞ୍ଚ କରୁଥିବା ବେଳେ ସନ୍ଦେହ ଜଣକ ଭାବେ ଏକ କାର ରେଙ୍ଗାଲି ଦେଇ ଝାରସୁଗୁଡା ଅଂଚଳ କୁ ଯାଉଥିବା ବେଳେ ପୋଲିସ ଯାଞ୍ଚ କରି 2ଟି ବନ୍ଧୁକ, 3ଟି ମୋବାଇଲ, କାର ଜବତ କରିଥିଲା l