ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ରେ ବାଇକ କୁ ଟ୍ରକ୍ ଧକ୍କା ଦେବା ଫଳରେ ବାଇକ୍ ଚାଳକ ସାମାନ୍ୟ ଆହାତ ହୋଇଥିଲେ। ସୂଚନା ଅନୁଯାୟୀ ସକାଳ ପ୍ରାୟ ୯ ଘଟିକା ସମୟରେ ୫୫ ନମ୍ବର ଜାତୀୟ ରାଜପଥ ରେ ଯାନବାହାନ ଜାମ ଲାଗୀ ରହିଥିଲା ।ଠିକ୍ ଏହି ସମୟରେ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନା କମ୍ପାନୀର କର୍ମଚାରୀ ବାଇକ୍ ଯୋଗେ ଜେନେରାଲ ସିଫ୍ଟ ଡ୍ୟୁଟି ପାଇଁ ନାହିଁ ନଥିବା ଭିଡ ଲାଗୀ ରହୁଛି। ବାଇକ୍ ଚାଳକ କୌଣସି ଉପାୟ କରି ଗାଡି ମାନଙ୍କ ମଧ୍ୟରେ ଅତିକ୍ରମ କରିଥାନ୍ତି। ଜାମ ଥିବା ବେଳେ ଦୁଇ ଟ୍ରକ୍ ମଝିରେ ବାଇକ୍ ଚାଳକ ଯିବା ସମୟରେ ଟ୍ରକ୍ ଚାଳକ ଜ