ଗତକାଲି ଲୋକସଭାରେ ନିର୍ବାଚନ ସଂସ୍କାର ବିଶେଷ କରି SIR ଉପରେ ମାନନୀୟ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଜୀ ଅଭିଭାଷଣ ରଖିଥିଲେ । ବରିଷ୍ଠ କାର୍ଯ୍ୟକର୍ତ୍ତା ମାନଙ୍କସହ LED ମାଧ୍ୟମରେ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁମାରୀ ପାର୍ଟି କାର୍ଯ୍ୟାଳୟ ପରିସରରେ ସମସ୍ତ କର୍ମୀ ମାନଙ୍କୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ SIR ବିଷୟରେ ଅବଗତ କରାଇଥିବା ଶୁକ୍ରବାର ରାତି 8 ଘଟିକା ସମୟରେ ଦେଖିବାକୁ ମିଳିଛି ।