କଣ୍ଟାମାଳ: ବେହେରାପଡା ଠାରେ ମା ମାହେସ୍ୱରୀ ଙ୍କ ଷୋହଳପୂଜା ସମ୍ପୂର୍ଣ
ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଲମ୍ବଶରୀ କେନ୍ଦ୍ରର ମାଁ ମାହେଶ୍ଵରୀ ପୂଜା ପୀଠ ବେହେରାପଡା ଠାରେ ମାଁ ମାହେଶ୍ଵରୀଙ୍କ ବାଡ଼ିଧୁଆ, ନବାନ୍ନ ଲାଗି ଓ ଷୋହଳ ପୂଜା ସମ୍ପର୍ଣ୍ଣ ଏହି ପୂଜାରେ କେନ୍ଦ୍ରର ସମସ୍ତ ଜାତିଭାଇଙ୍କ ସହିତ ଅନ୍ୟ ଅଞ୍ଚଳ ରୁ ମଧ୍ୟ ଭକ୍ତମାନେ ଆସିଥିଲେ ଏହି ପୂଜାରେ ମାଁ ମାହେଶ୍ଵରୀ ପଞ୍ଚବାଦ୍ୟରେ ଘଣ୍ଟ, ଶଙ୍ଖ ର ତାଳେ ତାଳେ ଗାଁ ମାନଙ୍କୁ ପରିକ୍ରମା କରି ଥିଲେ I