ସୋହେଲା: କନଗାଁ କ୍ଲଷ୍ଟରର ପଞ୍ଚମ ମାସିକ ବୈଠକ ଆଜି ସୋହେଲା BEO ଅମୃତା ସାହୁ ଙ୍କ ନିର୍ଦେଶ ରେ ଦମକିପାଲି ପ୍ରାଥମିକ ବିଦ୍ୟାଳୟ ଠାର ଅନୁଷ୍ଠିତହୋଇଛି
ଆଜି ପୂର୍ବାହ୍ନ 10 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ସୋହେଲା ବ୍ଲକର କନଗାଁ କ୍ଲଷ୍ଟରର ପଞ୍ଚମ ମାସିକ ବୈଠକ ସୋହେଲା BEO ଅମୃତା ସାହୁ ଙ୍କ ନିର୍ଦେଶ ରେ ଦମକିପାଲି ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ସି ଆର ସି ସି କେଦାରନାଥ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକକୁ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଘୁନାଥ କାଲେ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ