ଯାଜପୁରର ପ୍ରାଚୀନ ହରମୁକୁନ୍ଦ ବାରୁଣୀ ତୀର୍ଥକ୍ଷେତ୍ର ଠାରେ ବିଶାଳ ପଞ୍ଚକୁଣ୍ଡୀୟ ଯଜ୍ଞମଣ୍ତପ ନିର୍ମାଣ ପାଇଁ ଭୂମି ପୂଜନ କାର୍ଯକ୍ରମରେ ସାମିଲ ହୋଇ ଶୁଭ ଉଦ୍ଘାଟନ କଲେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା । ସୂଚନା ମୁତାବକ ଯାଜପୁରର ପ୍ରାଚୀନ ହରମୁକୁନ୍ଦ ବାରୁଣୀ ତୀର୍ଥକ୍ଷେତ୍ର ଠାରେ ବିଶାଳ ପଞ୍ଚକୁଣ୍ଡୀୟ ଯଜ୍ଞମଣ୍ତପ ନିର୍ମାଣ ପାଇଁ ଭୂମି ପୂଜନ କାର୍ଯକ୍ରମରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିବା ବୁଧବାର ଅପରାହ୍ନ 3 ଘଟିକା ସମୟରେ ଦେଖିବାକୁ ମିଳିଥିଲା ।