Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଧରାକୋଟ: ସାନଖେମୁଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Dharakote, Ganjam | Oct 13, 2025
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସ୍ଥରୀୟ ଅଧିକାରୀ ମାନେ ବ୍ଲକ ରେ ପହଞ୍ଚି ଲୋକ ଙ୍କ ସମସ୍ୟା ଶୁଣିଥିଲେ l ସମସ୍ତ ବିଭାଗ ର ଜିଲ୍ଲା ସ୍ଥରୀୟ ପ୍ରଶାସନିକ ଅଧିକାରୀ ମାନେ ବ୍ଲକ କାର୍ଯ୍ୟାଳୟ ରେ ପହଂଚିଥିବା ଜାଣି ଦିନ ତମାମ ବର୍ଷା ସତ୍ୱେ ବହୁ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ସମସ୍ୟା ନେଇ ପାଖାପାଖି 450 ଅଭିଯୋଗ ଦାଖଲ ହୋଇଛି l

MORE NEWS