Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

କବିସୂର୍ଯ୍ୟନଗର: ଶ୍ରଦ୍ଧାପୂରରେ ପଞ୍ଚମହା ଯଜ୍ଞ ଅନୁଷ୍ଠିତ

ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଶ୍ରଦ୍ଧାପୂର ଠାରେ ତିନି ଦିନ ବ୍ୟାପି ପଞ୍ଚ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ଅଧିବାସ ସହ କଳସ ଯାତ୍ରା କରାଯାଇଛି । ଶନିବାର ସକାଳୁ ସୂର୍ଯ୍ୟ ପୂଜା, ଗଣପତି ଆଦି ପଞ୍ଚ ଦେବ ପୂଜା, ଜଗନ୍ନାଥ ଙ୍କ ଷୋଡଶ ଉପଚାର ପୂଜା, ରାତ୍ର ରେ ହୋମ ଯଜ୍ଞ,କରାଯାଇ ଯଜ୍ଞ ଆରମ୍ଭ ହୋଇଥିଲା। ସୋମବାର ଦିନ ପୂର୍ଣ୍ଣାହୁତି ହୋଇଯାଇଛି । ନାମ ଯଜ୍ଞ, ଘୃତ ଯଜ୍ଞ, ଦୀପ ଯଜ୍ଞ, ଜ୍ଞାନ ଯଜ୍ଞ, ଓ ଅର୍ନ୍ନ ଯଜ୍ଞ ଅନୁଷ୍ଠିତ ହେଉଛି। ଜ୍ଞାନ ଯଜ୍ଞରେ ପୁରୀର ତୋଷଣ ମାଧବ ମହାରାଜ, ମଙ୍ଗୁଳୁ ଚରଣ ପଣ୍ଡା, ନିରାକାରପୁର ର ଶ୍ୟାମ ସୁନ୍ଦର ପଟ୍ଟନାୟକ ଯୋଗଦେଇଥିଲେ।

MORE NEWS