ଢେଙ୍କାନାଳ ସଦର: ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଟାଉନ ଥାନାଠାରେ ମୁହଁ ଖୋଲିଲେ
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମୁରୁଗା ଗ୍ରାମର ଅଜୟ ନାଏକଙ୍କ ଠାରୁ ୩୦ ହଜାର ଟଙ୍କା ଚାକିରି ଦେବା ନାମରେ ଠକିନେଇଥିବା ପୋଲିସ ବିଭାଗର ୨ବାପା ପୁଅଙ୍କ କାରା ନାମକୁ ନେଇ ମୁହିଁ ଖୋଲିଲେ ଅଜୟ , ଟାଉନ ଥାନାଠାରେ ଦିନ ୧ଟାରେ ପ୍ରତିକ୍ରିୟାରେ ସମସ୍ତ କଥା କହିଲେ '