ହୀରାକୁଦ ପ୍ରିମିୟର ଲିଗ୍ ଖେଳାଳି ନିଲାମ୍ -ସୁଭାଷ ମଇଦାନ ଠାରେ ହୀରାକୁଦ ପ୍ରିମିୟର ଲିଗର ଖେଳାଳି ମାନଙ୍କ ନିଲାମ୍ ହୋଇଯାଇଛି ।ଏଥିରେ ୭ଟି ଦଳ ନିଲାମରେ ଭାଗ ନେଇଥିଲେ ।ଅନ୍ଧାରୀପାଟ ଫାଇଟର୍ ,କେବିଏସ ୱାରିୟର୍ସ ମହାକାଳ ୱାରିୟର୍ସ, ଏସିପି ଟାଇଟନ୍ ,ଫ୍ରେଣ୍ଡ ସ୍ ସର୍କଲ୍ ,ସୁଲତାନ ୱାରିୟର୍ସ , ଏପି ହୁଣ୍ଟର୍ସ ,।୧୧୯ ଜଣ ଖେଳାଳି ନିଲାମ୍ ରେ ଭାଗ ନେଇଥିଲେ ।ମୁଖ୍ୟ ଅତିଥି ଭାବେ ହିଣ୍ଡାଲକୋ ସିଏସ୍ଆର ବିଭାଗର ଉପଦେଷ୍ଟା ସୁକାନ୍ତ ମହାପାତ୍ର ,ସମ୍ମାନିତ ଅତିଥି ଭାବେ ସିଏସ୍ଆର ମୁଖ୍ୟ ଆନନ୍ଦ ଚକ୍ରବର୍ତ୍ତୀ ,ଯୋଗଦାନ କରିଥିଲେ ।ହୀରାକୁଦ ଏଥଲେଟିକ ସଂଘର ସଭାପତି ଗଣେଶ ପଲାଇ ,କାର୍ଯକ