କଣ୍ଟାମାଳ: ବାଦୀକଟା ଗ୍ରାମରୁ ଦେଶୀ ମଦ ଜବତ କଲା ଅବକାରୀ ବିଭାଗ
ଅବକାରୀ ବିଭାଗ ର ଚଢ଼ାଉ ଦେଶୀ ମଦ ଜବତ ଜଣେ ଅଟକ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ କଣ୍ଟାମାଲ ନିର୍ବାଚନ ମଣ୍ଡଳୀର ବାଉଶୁଣି ଥାନା ବାଦୀକଟା ଗ୍ରାମରେ ଚଢ଼ାଉ ଜଣେ କୁଚିଆ ମଦ ବେପାରୀ ନିକଟରୁ 11ଲିଟର ଦେଶୀ ଜବତ କରି ମଦ ବେପାରୀ କୁ ଥାନା କୁ ଆଣି ଅଟକ ରଖିଥିଲା ଅବକାରୀ ପୋଲିସ I ଥାନା ରେ ମାମଲା ରୁଜୁ କରି ନୋଟିସ ରେ ଛାଡି ଥିବା ନେଇ ଅବକାରୀ ବିଭାଗ ସୂଚନା ମିଳିଛି I