କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଦିନିକିଆ ଗ୍ରସ୍ତ ରେ କବିସୂର୍ଯ୍ୟନଗର ବିଧାୟକ, ବିଭିନ୍ନ କାର୍ଯ୍ୟକ୍ରମ ରେ ସାମିଲ ହେଲେ ବିଧାୟକ ଶ୍ରୀ ନାୟକ
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର, ଛତ୍ରପୁର, ଚିକିଟି ନିର୍ବାଚନ ମଣ୍ଡଳୀର ଆଜି ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇଥିଲେ. ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ରେ ବୃକ୍ଷ ରୋପଣ, ଚିକିଟି ମହେନ୍ଦ୍ର ଗିରି ର ସମୀକ୍ଷା ସହ ବ୍ରହ୍ମପୁର ଠାରେ ବୃହତ ପ୍ରକଳ୍ପ ର ଶିଳନ୍ୟାସ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ବିଧାୟକ. ପରିଶେଷରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ଉପରେ ଆଲୋଚନା କରିଥିଲେ.