ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଆରକ୍ଷୀ ଅଧିକ୍ଷଙ୍କ କାର୍ଯ୍ୟଳୟ
ସୂଚନା ଅନୁଯାୟୀ ସେକ୍ଟର ୬ ଏକତା ବସ୍ତିର ୩ଜଣ ଅଭିଯୁକ୍ତଙ୍କୁ ସେକ୍ଟର ୭ ପୋ ଲିସ କୋର୍ଟ ଚାଲାଣ kal
@ଅକ୍ଟୋବର ୧୮ତାରିଖ ଅପରାହ୍ନ ୬ଟା ସମୟରେ ସେକ୍ଟର ୭ ପୋଲିସ ଅଭିଯୁକ୍ତ ପାଣ୍ଡୁ ଓରଫ ୪୦ବର୍ଷୀୟ ସୁନୀଲ ନାୟକ, ୨୦ ବର୍ଷୀୟ ଶେଖର ନାୟକ ଏବଂ ୨୨ବର୍ଷୀୟ ସମୀର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ, ସେକ୍ଟର ୬ର ଏକତା କ୍ଲବ ନିକଟ ବସ୍ତିର ସଂଗ୍ରାମ ଲଖୁଆର ୨୦ବର୍ଷୀୟା ନାତୁଣୀ ଝିଅକୁ ମାଡ଼ ମାରି ତାର ପିଞ୍ଜରା ହାଡ଼କୁ ଭାଙ୍ଗି ଦେଇଥିବା ତଥା ଖଣ୍ଡା ଓ ପନିକି ଦେଖାଇ ଡରାଇଥିବା ଅଭିଯୋଗରେ ଉପୋରକ୍ତ ୩ଜଣ ଅଭିଯୁକ୍ତଙ୍କୁ ସେକ୍ଟର-୭ ପୋଲିସ କେସ ନମ୍ବର ୨୩୪/୨୦୨୫ ଧାରାରେ କୋର୍ଟ ଚାଲାଣ କଲେ