ବୌଦ୍ଧ ସଦର: ବାଗlଡ଼ିଆ ଗ୍ରାମର ବେଆନ ମହୁଲି ମଦ ରନ୍ଦା ଆଡାରେ ଅବକାରୀ ଚଢ଼ାଉ ୬୫୦କେଜି ପୋଚ ସହିତ ୩ ୦ଲିଟର ମଦକୁ ଜବତ କରିନଷ୍ଟ
ଆଜି ସନ୍ଧ୍ୟା ୬ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ l ଆଜି ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ  ବିଶେଷ ସୂତ୍ରରୁ ଖବର ପାଇଥିଲେ l ବୌଦ୍ଧ ବ୍ଲକ କସ୍ତୁରବନ୍ଦ ଗ୍ରାମ ପଞ୍ଚାୟତ ବାଗାଡିଆ ଗ୍ରାମରେ ବେଆନ ମଦ ରନ୍ଧା ଯାଉଛି l ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଘଟଣା ସ୍ଥଳରେ ଚଢ଼ାଉ କରି ୬୫୦କେଜି ମହୁଲ ପୋଚ ସହିତ ୩୦ଲିଟର ରନ୍ଧା ମଦକୁ ଜବତ କରି ଘଟଣା ସ୍ଥଳରେ ନଷ୍ଟ କରି, ୧୫୭/୨୫-୨୬ରେ ମାମଲା ରୁଜୁ କରାଯାଇଛି