ନୂଆପଡା: ନୂଆପଡା ଜିଲ୍ଲାରେ ୟୁରିଆ ସାର ଅଭାବ ଓ କଳାବଜାରୀ ହେଉଥିବା ଘଟଣାକୁ ନେଇ ନୂଆପଡ଼ା ଠାରେ କଂଗ୍ରେସ ଆବାହକ କମଳ ଚରଣ ତାଣ୍ଡିଙ୍କ ପ୍ରତିକ୍ରିୟା
Nuapada, Nuapada | Aug 25, 2025
ନୂଆପଡା ଜିଲ୍ଲାରେ ଚାଷୀଙ୍କ ପାଇଁ ୟୁରିଆ ସାର ଅଭାବ ଓ କଳାବଜାରୀ ହେଉଥିବା ଘଟଣାକୁ ନେଇ ଆଜି ୧୨ ଟାରେ ନୂଆପଡ଼ା ଠାରେ ପ୍ରତିକ୍ରିୟା ରଖିଛନ୍ତି...