ଆଜି ଫେବୃୟାରୀ 2 ତାରିଖ ସଦର ପୋଲିସର ଆଉ ଏକ ସଫଳତା। କନକଜୋରା ଜୁଆ ଆଡ୍ଡା ଉପରେ ଚଢାଉ କରି 5 ଜଣ ଜୁଆଡିଙ୍କୁ ମାଡିବସି ଗିରଫ କରିବା ସେମାନଙ୍କ ନିକଟରୁ ନଗଦ 18600 ଟଙ୍କା, ଗୁଡ଼ ଗୁଡ଼ି ପଟି ଓ ତାସ ଜବତ କରିଛି। ସମସ୍ତ ଅଭିଯୁକ୍ତ ସନ୍ଧ୍ୟା 7:30 ସମୟରେ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ - ଫକୀର ଭୋଇ ( ଖମପୁର, ବଳିଶଙ୍କରା), ମହମ୍ମଦ ସହିଦ ( ସିଆଁବାହାଲ), ଲାଲ ପ୍ରସାଦ ( ସୁନାରି ପଡ଼ା), ଗୋଲାମ ମଇଉଦ୍ଦିନ ( ରେଜେଣ୍ଟ ମାର୍କେଟ) ଓ ମହମ୍ମଦ ଜାହାଙ୍ଗୀର ( ରିଜେଣ୍ଟ ମାର୍କେଟ)। ଏ ନେଇ ଅଭିଯୁକ୍ତ ନାମରେ ସଦର ଥାନା କେଶ ନମ୍ବର 61 ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦ