ବଡସାହି: ରଙ୍ଗାମାଟିଆ ଆରଏମସି ଗେଷ୍ଟହାଉସରେ ବୈଶିଙ୍ଗାରେ ନୂତନବ୍ଲକ ପ୍ରତିଷ୍ଠାପାଇଁ ଆୟୋଜିତ ସର୍ବଦଳୀୟ ବୈଠକରେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ
Barsahi, Mayurbhanj | Aug 31, 2025
ବୈଶିଙ୍ଗା ଉପକଣ୍ଠ ରଙ୍ଗାମାଟିଆସ୍ଥିତ ଆରଏମସି ଗେଷ୍ଟ ହାଉସଠାରେ ବୈଶିଙ୍ଗା ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବୈଶିଙ୍ଗାରେ ବ୍ଲକଗଠନ ନିମନ୍ତେ...