ନବରଙ୍ଗପୁର ପୋଲିସ ଷ୍ଟେସନ: ମଦେଇ ଗାଁରେ ପାରମ୍ପରିକ ଦଶରା ବଜାର କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ବିଧାୟକ
ମଦେଇ ଗାଁରେ ପାରମ୍ପରିକ ଦଶରା ବଜାର କାର୍ଯ୍ୟକ୍ରମ ରେ ଯୋଗଦେଲେ ପୂର୍ବତନ ବିଧାୟକ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ମଦେଇଗାଁ ରେ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ଦଶରା ବଜାର ଯାତ୍ରା ରେ ସହ ସହ ଗ୍ରାମବାସୀଙ୍କ ସହ ସାମିଲ୍ ହେଇଥିଲେ ନବରଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଏବଂ ନଗର ବିଜେଡି ସଭାପତି ଶ୍ରୀ ପ୍ରମୋଦ ରଥ, ଏହି କାର୍ଯ୍ୟକ୍ରମ ରେ ଯୋଗଦେଈ ଅଞ୍ଚଳ ବାସୀଙ୍କ ଶୁଭ ମନାସି ଗ୍ରାମ ଦେବତା ଙ୍କ ନିକଟରେ ପୂଜାର୍ଚନା କରିଥିଲେ।