ବଡଚଣା: ଚଣ୍ଡିଖୋଲକୁ ଏନଏସି ମାନ୍ୟତା ମିଳିଲା ପରେ ଭୁବନେଶ୍ୱର କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ବଡ଼ଚଣା ବିଧାୟକ
Badachana, Jajpur | Sep 6, 2025
ଚଣ୍ଡିଖୋଲ କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏନଏସି ମାନ୍ୟତା ମିଳିଲା,ଭୁବନେଶ୍ୱର କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ...