ମହାନଗର ନିଗମ ଅନ୍ତର୍ଗତ ଗାନ୍ଧୀ ପାର୍କ ନିକଟରେ ପଡିଥିବା ଅଳିଆ ଆବର୍ଜନା ସଫା କରାଯାଇଛି । ସେପଟେ ସ୍ୱଚ୍ଛ ସଡ଼କ ଏବଂ ସୁଗମ ଯାତାୟାତ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି । ସମସ୍ତଙ୍କ ପାଇଁ ସୁରକ୍ଷିତ ଏବଂ ସୁସଙ୍ଗଠିତ ପରିବେଶ ରକ୍ଷା କରିବାରେ ଏଭଳି ପଦକ୍ଷେପ ନିଆଯାଉଛି l ଏ ନେଇ ଆଜି ରାତି 9ଟାରେ ସୂଚନା ମିଳିଛି l