ଅତାବିରା: ସାହ୍ଲେପାଲି ରେ ରକ୍ତ ଦାନ ଶିବିର ୪୨ୟୁନିଟ ରକ୍ତ ସଂଗୃହୀତ
ସାହ୍ଲେପାଲି ରେ ରକ୍ତ ଦାନ ଶିବିର ୪୨ୟୁନିଟ ରକ୍ତ ସଂଗୃହୀତ ତା-୧୮.୧୦.୨୦୨୫(ଶନିବାର) ବରଗଡ଼ ଜିଲ୍ଲା ସାହ୍ଲେପାଲି, ରେଶମ, ଭେଡେନ ଠାରେ ସାହ୍ଲେପାଲି ଯୁବାଗୋଷ୍ଠୀ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଆର.ଏମ.ସି ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ବାବୁପାଲି ସରପଞ୍ଚ ରୁଦ୍ର ନାରାୟଣ ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ।