ସ୍ଥାନୀୟ ଗଙ୍ଗାଧର ପାର୍କ ରେ ଧନୁଯାତ୍ରା ମହୋତ୍ସବ ଶନିବାର ରାତିରେ ଉଦଘାଟିତ ହୋଇ ଯାଇଛି ।ଏଥିରେ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ସଦାନନ୍ଦ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମହୋତ୍ସବ କୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଥାନା ଅଧିକାରୀ ଶ୍ରୀ ହରିବନ୍ଧୁ ଗଡ଼ତିଆ ଏବଂ ବିଡ଼ିଓ ଶ୍ରୀ ସୁମନ ମିଞ ରହିଥିଲେ ।ମହୋତ୍ସବ କମିଟି ର ସଭାପତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।