ରାଜ୍ୟ ସ୍କୁଲ ସ୍ତରୀୟ ମ୍ୟାଚ ପାଇଁ ନବରଙ୍ଗପୁର ରୁ ଜଗତସିଂହପୁର ଗସ୍ତ କଲେ 17 ବର୍ଷ ରୁ କମ ବାଳକ ବାଳିକା କ୍ରିକେଟ ଦଳ ରାଜ୍ୟ ସ୍କୁଲ ସ୍ତରୀୟ Under 17 ବାଳିକା ଏବଂ ବାଳକ କ୍ରିକେଟ ପ୍ରତିଯୋଗିତା ପାଇଁ ଦଳ ଚୟନ ପ୍ରକ୍ରିୟା ସମାପ୍ତ ହୋଇଯାଇଛି । ଉଭୟ ବାଳିକା ଏବଂ ବାଳିକ ଦଳ ନିଜର ମ୍ୟାଚ ଖେଳିବା ପାଇଁ S..K Academy ଜଗତସିଂହପୁରକୁ ଗସ୍ତ କରିଛନ୍ତି। ମ୍ୟାଚ ଗୁଡିକ 06/12/2025 ଠାରୁ 11/12/2025 ପର୍ଯ୍ୟନ୍ତ ଖେଳାଯିବ ।