ଆଜି ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ 2026 ସମ୍ବଲପୁର ଲୋକ ମୋହତ୍ସବ ର ଉଦଘୋଷୋଣା କମିଟିର ଆଜି ଉଦଘାଷୋକ ଓ ଉଦଘୋଷିକା ଚୟନ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ 34 ଜଣ ଉଦଘାଷୋକ ଓ ଉଦଘୋଷିକା ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ର ପରିଚାଳନା କରିବା ପାଈଁ ଜ଼ିଲ୍ଲା ପ୍ରଶାସନ ର ଜଣେ ଅଧିକାରୀ ନିୟୋଜିତ ହୋଇଥିଲେ l ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହେଉଥିବା ଲୋକ ମୋହତ୍ସବ କୁ ଆକର୍ଷଣୀୟ ଓ ସୁନ୍ଦର କରିବା ପାଈଁ ଜ଼ିଲ୍ଲା ପ୍ରଶାସନ ସବୁ ଦିଗରେ ଜୋରସୋର କାର୍ଯ୍ୟ ଆରମ୍ଭ କରିଛି l