ଅନୁଗୋଳ: ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ବିକଟାଳ ଶବ୍ଦ କରୁଥିବା ୫୪ ବୁଲେଟ ଗାଡି ଜବତ; ୫ ଲକ୍ଷ ୧୦ ହଜାର ଫାଇନ ଆଦାୟ
Anugul, Angul | Aug 26, 2025
ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ଚଢାଉ କରି ସୋମବାର ରାତି ୧୨ଟା ସୁଦ୍ଧା ୫୪ ବୁଲେଟ ଗାଡିକୁ ଜବତ କରିଛି।...