ପରଜଙ୍ଗ: କୋରମ ଅଭାବରୁ ମରୁଆବିଲି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟିଙ୍ଗ ରଦ୍ଦ ପ୍ରତିକ୍ରିୟା ରଖିଲେ ତହସିଲଦାର
Parajang, Dhenkanal | Aug 26, 2025
କଙ୍କଡ଼ାହାଡ଼ ବ୍ଲକ ମରୁଆବିଲି ଗ୍ରାମ ପଞ୍ଚାୟତର ସରପଞ୍ଚ ବୈଜୟନ୍ତୀବାଳା ରାଉତଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ ରଦ୍ଦ...