ରାୟଗଡା: ବିଷାକ୍ତ ସାପ କାମୁଡ଼ାରେ ରାୟଗଡା ବ୍ଳକ କୁଲି ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ମାଙ୍ଗି କାଡ୍ରାକାଙ୍କ ମୃତ୍ୟୁ
Rayagada, Rayagada | Sep 7, 2025
ଶନିବାର ବିଳମ୍ବିତ ରାତିରେ ବିଷାକ୍ତ ସାପ କାମୁଡ଼ାରେ ରାୟଗଡା ବ୍ଳକ କୁଲି ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ମାଙ୍ଗି କାଡ୍ରାକାଙ୍କ ମୃତ୍ୟୁ ଘଟିଛି।