ଟିଟିଲାଗଡ: ରାହୁଲ ଗାନ୍ଧି ବିଚାର ମଞ୍ଚର ରାଜ୍ୟ ଉପ ସଭାପତି ଭାବେ ନିଯୁକ୍ତି ପାଇଲେ ଟିଟିଲାଗଡ଼ର କଂଗ୍ରେସ ନେତା ବିରେନ୍ଦ୍ରଲାକ୍ରାଙ୍କୁ ବାଗ
( RGVM )ରାହୁଲ ଗାନ୍ଧୀ ବିଚାର ମଞ୍ଚର ରାଜ୍ୟ ଉପ-ସଭାପତି ପଦବୀରେ ନିଯୁକ୍ତି ହେଲେ ଟିଟିଲାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାଥୀ ଶ୍ରୀଯୁକ୍ତ ବୀରେନ୍ଦ୍ର ବାଗ। ଏହି ଖବର ପ୍ରଚାରିତ ହେବା ପରେ ଟିଟିଲାଗଡ଼ କଂଗ୍ରେସ କର୍ମୀଙ୍କ ମହଲରେ ଆନନ୍ଦ ଖେଳି ଯାଇଛି। ଏହି ପଦବୀରେ ନିଯୁକ୍ତି କରିଥିବାରୁ ରାଜ୍ୟ ତଥା କେନ୍ଦ୍ର ନେତୃତ୍ୱ ବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।