Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur

ବାଲେଶ୍ବର ମ୍ୟୁନିସିପାଲଟି: ଆଇଟିଆଇ ପଡିଆ ଲୋକ ମହୋତ୍ସବର ଶେଷ ସନ୍ଧ୍ୟାରେ ଯୋଗ ଦେଲେ ଅତିରିକ୍ତ ଜିଲ୍ଲାପାଳ

Baleshwar M, Balasore | Nov 28, 2025
ବାଲେଶ୍ୱର ଆଇଟିଆଇ ପଡିଆରେ ଦଶଦିନ ଧରି ଚାଲିଥିବା ଲୋକ ମହୋତ୍ସବର ଆଜି ଅନ୍ତିମ ଦିନ।ଏହି ଅବସରରେ ସନ୍ଧ୍ୟା ୭ ଟାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାଏକ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ମହୋତ୍ସବର ସଭାପତି ଅସିତ୍ ଦାସ ସଭାରେ ସଭାପତିତ୍ବ କରିଥିଲେ।ସମ୍ମାନିତ ଅତିଥି ଭାବେ ଏସବିଆଇ ର ମୁଖ୍ୟ ପରିଚାଳକ ସତ୍ୟସେସ ପଟ୍ଟନାୟକ,ବିବିସିସି ବ୍ୟାଙ୍କ ସଭାପତି ଗଣେଶ ମହାପାତ୍ର ପ୍ରମୁଖ ଯୋଗ ଦେଇ ଏଭଳି ମହୋତ୍ସବ ପାଇଁ କମିଟି କୁ ସାଧୁବାଦ୍ ଜଣାଇଥିଲେ। ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।