ପୁରୀ ମ୍ୟୁନିସିପାଲଟି: ବିଭିନ୍ନ ଅପରାଧିକ ମାମଲା ଏବଂ ନିଶା କାରବାର ନେଇ ପୁରୀ ପୋଲିସ ପକ୍ଷରୁ ଟାଉନ ଥାନା ରେ ସାମ୍ବାଦିକ ସମିଳନୀ ରେ ସିଟ ଡିଏସ୍ପି ଙ୍କ ସୂଚନା l
Puri M, Puri | Sep 15, 2025 ପୁରୀ ରେ ବିଭିନ୍ନ ଅପରାଧିକ ମାମଲା ଏବଂ ନିଶା କାରବାର ନେଇ ଟାଉନ ଥାନା ଠାରେ ପୁରୀ ପୋଲିସ ପକ୍ଷରୁ ସାମ୍ବାଦିକ ସମିଳନୀ ରେ ସିଟି ଡିଏସ୍ପି ଙ୍କ ସୂଚନା l ଆଜି ଅପରାହ୍ନ 5 ସମୟରେ ସିଟି ଡିଏସ୍ପି ସାମ୍ବାଦିକ ସମିଳନୀ ଜରିଆରେ ସୂଚନା ଦେଇଛନ୍ତି l