କେନ୍ଦୁଝର ସହର: ରାଧିକାଦେଇପୁର ରେସାପ କାମୁଡା ରେ ମୃତ୍ୟୁ କରିଥିବା ମା ଓ ପୁଅଙ୍କଘର ଭିତରୁ ଏକ ଗାତ ରୁ ନାଗ ସାପ ବାହାରିଥିଲା ସାପ
Kendujhar Town, Kendujhar | Aug 17, 2025
ଘସିପୁରା ଥାନା ରାଧିକାଦେଇପୁର ଗ୍ରାମରେ ସାପ କାମୁଡା ରେ ମୃତ୍ୟୁ କରିଥିବା ମା ଓ ପୁଅ ଙ୍କ ଘରୁ ଆଜି ତାଙ୍କ ଘର ଭିତରୁ ଏକ ଗାତ ରୁ ନାଗ ସାପ...