Public App Logo
Jansamasya
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Bareilly
Bcci
Agra
Breaking
Aimim
Railway
Bsf
Fatehpur
Meerut
Raebareli
Rain
Kashmir
���ाकिस्तान
Trending
���िवाद
No video available

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପାଇକ ନଗରରେ ଘରେ କଳାକନା ବୁଲାଇଲେ ଲୁଟେରା, ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ନୟାପଲ୍ଲୀ ଥାନା ପୋଲିସ

ରାଜଧାନୀରେ ପୁଣି ଲୁଟ | ଏଥର କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ଖୋଦ୍ ରାଜଧାନୀ ଭିତରେ ଲୁଟ କରିଛନ୍ତି ଲୁଟେରା | ନୟପଲ୍ଲୀ ଥାନା ଅନ୍ତର୍ଗତ ପାଇକ ନଗରରେ ରହୁଥିବା ନିରୁପମା ସାହୁଙ୍କ ଘରୁ କଳାକନା ବୁଲାଇଛନ୍ତି ଲୁଟେରା । 27 ଭରି ସୂନା ଗହଣା ଲୁଟି ନେଇଛନ୍ତି ଲୁଟେରା । ନିରୁପମା ସିରିଡି ବୁଲିବାକୁ ଯାଇଥିବା ବେଳେ ଏହି ଲୁଟ ହୋଇଛି | ଆଜି 11.23ରେ ନୟାପଲି ଥାନାରେ ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟଫିକ ଟିମ ପହଂଚି ଖୋଳତାଡ ଜାରି ରଖିଛି | ଲୁଟେରା ମାନେ କିଏ କେଉଁ ଅଞ୍ଚଳର ସେନେଇ ଅଧିକ ଖୋଳତାଡ ପୋଲିସ ଜାରି ରଖିଥିବା ବେଳେ ଆଖ ପାଖ ରେ ଲାଗିଥିବା ସିସିଟିଭି ଫୁଟେଜ କୁ ଯାଞ୍ଚ

MORE NEWS