ବିରିଡି: କମରପଦା ଠାରୁ ବରୁଣେଇ ଦେଇ ହାଜିପୁର ଯାଇଥିବା ରାସ୍ତା ଶୋଚନୀୟ, ଆଜି ପ୍ରତିକ୍ରିୟା ରଖିଲେ ସମିତି ସଭ୍ୟ ଓ ଗ୍ରାମବାସୀ
Biridi, Jagatsinghpur | Apr 5, 2024
ବିରିଡି ବ୍ଲକ ସଂଖପୁର ପଞ୍ଚାୟତ କମର ପଦା ଠାରୁ ବାହାରି ବରୁଣେଇ ଦେଇ ହାଜିପୁର ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତା ମଝିରେ ଫାଟ ହୋଇଛି l ଲୋକଙ୍କ...