ସୂଚନା ମୁତାବକ କିଶୋରନଗର ଥାନା ଅନ୍ତର୍ଗତ ବଗତିପାଲି ଗ୍ରାମରୁ ଏକ ବାଇକ୍ ରେ ଚାରିଜଣ ବଗତିପାଲି ଗ୍ରାମର ଅନନ୍ତ ମାହାରଙ୍କ ପୁଅ ସୁମନ୍ତ ମାହାର (୨୧) , ପ୍ରଫୁଲ ମାହାରଙ୍କ ପୁଅ ରୋହିତ ମାହାର (୧୯) ଓ ତୁକୁଡା ଗ୍ରାମର ଯାଦବ ମାହାରଙ୍କ ପୁଅ ପରଦେଶି ମାହାର (୧୪), ଦୁଃଶାସନ ମାହାରଙ୍କ ପୁଅ ଆକାଶ ମାହାର (୧୫) ଏକ ବାଇକ୍ ରେ ତୁକୁଡା ଗ୍ରାମକୁ ଆସିଥିବା ବେଳେ ପଛରୁ ଏକ ହାଇୱା ଧକ୍କା ଦେଇଥିଲା ଯାହା ଫଳରେ ଚାରିଜଣ ଯାକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ