ଆଜି ଦିନ ପ୍ରାୟ 2 ଟା ସମୟରେ ସମ୍ବଲପୁର ପହଞ୍ଚିଛନ୍ତି ବୋଲିଉଡ଼ ଗାୟକ ସୁଖବିନ୍ଦର ସିଂ l ସୁଖବିନ୍ଦର ସିଂ ଆଜି ସମ୍ବଲପୁର ପିଏଚଡ଼ି ପଡିଆ ରେ ହେବାକୁ ଥିବା ୟୁଥ ଫେଷ୍ଟିଭାଲ ରେ ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ଆଜି ସେ ସହରର ବୁଢାରାଜା ର ଏକ ହୋଟେଲକୁ ପହଞ୍ଚିଥିଲେ l ଲୋକ ମୋହତ୍ସବ ର କର୍ମକର୍ତା ମାନେ ତାଙ୍କୁ ସ୍ୱାଗତ କରିଥିଲେ l