ତେଲକୋଇ: ମିଶନ ଶକ୍ତିର ତେଲକୋଇ ବ୍ଲକରେ ମାତ୍ର କିଛି ସମୟ ଗଣ ଧାରଣା
ତେଲକୋଇ ବ୍ଲକ ଅଞ୍ଚଳର ମିଶନ ଶକ୍ତି କମ୍ୟୁନିଟି ସପୋର୍ଟ ଷ୍ଟାପ ନିର୍ଦ୍ଧିଷ୍ଟ ପ୍ରୋତ୍ସାହନ ରାଶି ନିମନ୍ତେ ମାତ୍ର କିଛି ସମୟର ଧାରଣା ,ଗଣମାଧ୍ୟମ କ୍ୟାମେରା ଆଗରେ ପ୍ରତୀକ୍ରିୟା ରଖିବାକୁ ରୋକ୍ ଠୋକ୍ ମନା କଲେ । ଏବଂ ଧାରଣା ଭଙ୍ଗ କଲେ । ଆଜି ଅପରାହ୍ନ ଦୁଇଟା ସମୟର ସୂଚନା l