Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଝାରସୁଗୁଡା: ବ୍ରଜରାଜନଗର ଇବନଦୀ ଓପିଏମ୍ ଘାଟରେ ଆୟୋଜିତ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଇବନଦୀ ଓପିଏମ୍ ଘାଟ ଠାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜିତ ହେବ ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମ। ତେବେ ଆସନ୍ତାକାଲି ସକାଲୁ ବ୍ରଜରାଜନଗର ବିଜେପି ମଣ୍ଡଳ ଓ ଓଡ଼ିଆ ସଙ୍ଘ ପକ୍ଷରୁ ଆୟୋଜିତ ହେବାକୁ ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପାଇଁ ଆଜି ସନ୍ଧ୍ୟା ଛଅଟା ସମୟ ଯାଏଁ ସମସ୍ତ ପ୍ରସ୍ତୁତି କରାଯାଇଛି। ପରମ୍ପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ନେଇ ଆଜି ଇବ ନଦୀ ଓପିଏମ ଘାଟରେ ଆୟୋଜକଙ୍କ ତରଫରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି।

MORE NEWS

ଝାରସୁଗୁଡା: ବ୍ରଜରାଜନଗର ଇବନଦୀ ଓପିଏମ୍ ଘାଟରେ ଆୟୋଜିତ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ - Jharsuguda News