ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅଧିନରେ ବିଭିନ୍ନ ମହାବିଦ୍ୟାଳୟ ର ୧୮ ସ୍ବେଛାସେବୀ ଓ ୨ ଅଧିକାରୀ ଅନ୍ଶ ଗ୍ରହଣ କରିଥିଲେ।ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ପ୍ରାକ୍ ସ୍ବାଧିନତା ଦିବସ ଚୟନ ଶିବିର ରେ ସମ୍ବଲପୁର ଜିଲ୍ଲା ସନ୍ଯୋଜକ ଅଧିକାରୀ ଶାନ୍ତନୁ ପ୍ରଧାନ ଓ ବିନୋଦ ବିହାରୀ ପୃଷେଠ୍ ଙ୍କ ନେତୃତ୍ୱରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ୧୮ ସ୍ବେଛାସେବୀ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଅଂଶଗ୍ରହଣ କରିଥିଲେ। ଏଥିରେ ଚୟନିତ ସେଚ୍ଛାସେବି ଜାତୀୟ ସ୍ତରୀୟ ପ୍ୟାରେଡ଼ ରେ ଭାଗ ନେବେ। ଏନେଇ ଶୁକ୍ରବାର ସନ୍ଧ୍ୟା ୫ ଟା ସମୟରେ ସୂଚନା ପ୍ରଦାନ କରାଯାଇଛି।