ବିଜୁଳି ଥାଇ ଆଲୁଅ ନାହିଁ।ଡ଼ିବିରି ଆଲୁଅ ଠୁ କମ୍ ବିଜୁଳି ଆଲୁଅର ଗାଁ ବଙ୍ଗାଳୀପଡାଗାଁରେ ତାର ଟଣା ହୋଇ ବିଜୁଳି ଲାଗିଛି। ୨୫ ବର୍ଷ ତଲୁ ଗାଁରେ ବିଜୁଳି ଆସିଛି। ହେଲେ ସ୍ଳୋ କରେଣ୍ଟ ପାଇଁ ବିଜୁଳି ର ଉପଯୋଗ ହୋଇପାରୁନାହିଁ। ନାଁ ଟିଭି ଚାଲୁଛି ଫ୍ୟାନ୍ ଚାଲୁଛି । ବିଦ୍ୟୁତ ଉପକରଣ ଲୋ ଲାଇନ ଯୋଗୁଁ ଖରାପ ହେବା ଫଳରେ ବିଜୁଳି ବ୍ୟବହାର ହୋଇପାରୁନାହିଁ। ଦେଖିବା କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ କିକିଆ ପଞ୍ଚାୟତ ର ବଙ୍ଗାଳୀପଡା ରୁ ଆଜି ସକାଳ 9 ଟା ସମୟରେ ଦେଖିବା l ବିଜୁଳୀ ଥିଲେ କି ନଥିଲେ କି ଲାଭ1990 ମସିହା ଠାରୁ ଲୋ ଲାଇନ୍ ଯୋଗୁଁ ବ୍ୟବହାର ହେଉନାହିଁ ବିଦ୍ୟୁତ ଉପକରଣ, ଦି