ସଦର: ସହିଦ ସ୍ମୁତି ଦିବସରେ ବୃନ୍ଦାବାହାଲ ସ୍ଥିତ ସହିଦ ବିଜେନ୍ଦ୍ର ନାଥ ରାଉତ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ
ସହିଦ ସ୍ମୁତି ଦିବସ ରେ ଗୋଲାମୁଣ୍ଡା ବ୍ଳକ ର ବୃନ୍ଦାବାହାଲ ସ୍ଥିତ ସହିଦ ବିଜେନ୍ଦ୍ର ନାଥ ରାଉତ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମଂଗଳବାର ପୂର୍ବାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେର, ଗୋଲାମୁଣ୍ଡା ବ୍ଳକ ଅଧକ୍ଷ ବିନ୍ଦୁ ମହାନନ୍ଦ, ଜିଲ୍ଲା ଓବିଶି ମୋର୍ଚା ସାଧାରଣ ସମ୍ପାଦକ ଟଙ୍କଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।