କୋରାପୁଟ ସହର: ଆସନ୍ତା କାଲି କୋରାପୁଟ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ
ଆସନ୍ତା କାଲି କୋରାପୁଟ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟରେ ଆଜି ଅପରାହ୍ନ ଚାରିଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବିଧାୟକ ରଘୁରାମ ମାଛ। ଆଦିବାସୀଙ୍କ ନେତା ମୋହନ ମାଝୀ କୋରାପୁଟ ବିକାଶକୁ ଦେବେ ଅଗ୍ରଗତି ସୂଚନା ଦେଇଛନ୍ତି ବିଧାୟକ।