ବରଗଡ: ଟୁକୁଲ୍ଲା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ରିଟିକାଲ କେୟାର ସେଣ୍ଟର ରୁ ଚୋରୀ ହୋଇଗଲା କୋଟି କୋଟି ଟଙ୍କାର ସାମଗ୍ରୀ
ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରୁ ଚୋରି ହୋଇଗଲା କୋଟି କୋଟି ଟଙ୍କାର ମୂଲ୍ୟବାନ ଜିନିଷ | ମଙ୍ଗଳବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଚିକିତ୍ସାଳୟ ପରିସରରେ ଗ୍ରାମବାସୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି | ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ପରିସରରେ ପ୍ରାୟ 19 କୋଟିରୁ ଉର୍ଦ୍ଧ ଟଙ୍କାରେ ନିର୍ମାଣ କରାଯାଇଥିବା ଜଟିଳ ରୋଗ ଚିକିତ୍ସା କେନ୍ଦ୍ର। ବହୁ ଉନ୍ନତମାନର ହୋଇଥିଲା, ଗତବର୍ଷ ଅକ୍ଟବର ମାସରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଉଦଘାଟନ ହୋଇଥିଲା ଲୋକେ ବହୁତ ଆଶା ବାନ୍ଧିଥିଲେ ଏଠାରେ ଉନ୍ନତ ମାନର ଚିକିତ୍ସା ମିଳିବ ବୋଲି l