ଧର୍ମଗଡ: ବଚ୍ଛି ଛକ ନିକଟରେ ଅଟୋରୁ ଖସି ପଡି କଲମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଗୁରୁତର, ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ
Dharamgarh, Kalahandi | Sep 5, 2025
ଶୁକ୍ରବାର ସେପ୍ଟେମ୍ବର ୫ ତାରିଖ . ପବିତ୍ର ଗୁରୁ ଦିବସ . ବିଦ୍ୟାଳୟରେ ଏହି ଗୁରୁ ଦିବସ ପାଳନ କରି ଅଟୋ ଯୋଗେ ଫେରିବା ବେଳେ କଲମପୁର ବିଜମରା...