କେନ୍ଦୁଝର ସହର: କାକୁଡ଼ିଅମ୍ବା ଗ୍ରାମ ବାସୀ ଙ୍କ ଠାରୁ ଆରମ୍ଭ ହେଲା ବନ୍ୟ ଜନ୍ତୁଙ୍କ ସୁରକ୍ଷା ପାଇଁ ସପଥ ଗ୍ରହଣ ।
Kendujhar Town, Kendujhar | Aug 21, 2025
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ କାକୁଡ଼ିଅମ୍ବା ଗ୍ରାମରେ ଆଜି ବନ୍ୟ ଜନ୍ତୁଙ୍କ ସୁରକ୍ଷା ପାଇଁ ଲୋକେ ଦୃଢ଼ ଶପଥ ନେଇଛନ୍ତି ,ସପଥରେ...