ବାତ୍ୟା କୁ ଦୃଷ୍ଟି ରେ ରଖି ହେଲ୍ପ ଲାଇନ ନମ୍ବର ଜାରି କଲା ଜିଲ୍ଲା ପ୍ରଶାସନ ବାତ୍ୟା କୁ ନେଇ ସଜାଗ ରହିଛି ପ୍ରଶାସନ, ଜିଲ୍ଲା ଜରୁରୀ କାଳୀନ ବିଭାଗ ସହ ଜିଲ୍ଲା ବାସୀଙ୍କର ସମ୍ପର୍କ ଯୋଡିବା ପାଇଁ 9827050048 ଏହି ନମ୍ବର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି, ଜେ କୌଣସି ସମସ୍ୟା କିମ୍ବା ସହଯୋଗ ର ଆବଶ୍ୟକତା ପଡିଲେ ଏହି ନମ୍ବର ରେ ଯୋଗାଯୋଗ କରିବା ପାଇଁ ପରମାର୍ଶ ଦିଆଯାଇଛି, ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଙ୍କୁ ସୋମବାର ଅପରାହ୍ନ 3 ଟାରେ ଏଇ ସୂଚନା ପ୍ରେରଣ କରାଯାଇଛି