ସଦର: ଆସନ୍ତାକାଲି କଳାହାଣ୍ଡି ଜିଲ୍ଲା କୁ ପ୍ରବଳ ବର୍ଷା ଘଡ଼ଘଡ଼ି ଏବଂ 30 ରୁ 40 କିଲୋମିଟର ପବନ ନେଇ ୟେଲୋ ୟାର୍ଣ୍ଣି
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲା କୁ ପ୍ରବଳ ବର୍ଷା ଘଡ଼ଘଡ଼ି ଏବଂ 30 ରୁ 40 କିଲୋମିଟର ପବନ ନେଇ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ଏନେଇ ଆଜି ଅପରାହ୍ନ ଗୁଟେ ସମୟରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ଆସନ୍ତାକାଲି ସକାଳ 8ଟା 30 ମିନିଟ ପର୍ଯ୍ୟନ୍ତ ୟେଲୋ ୟାର୍ଣ୍ଣି ଜାରୀ କରାଯିବା ସହିତ ପ୍ରବଳ ଘଡ଼ଘଡ଼ି ଏବଂ ପବନ 30 ରୁ 40 କିଲୋମିଟର ନେଇ ସତର୍କତା ଜାରି କରାଯାଇଛି