ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟକୁ ନେଇ ଶୁକ୍ରବାର ରାତ୍ରି 8 ଘଣ୍ଟାରେ ଜରୁରୀ ସୂଚନା ଦେଲା ବିଦ୍ୟୁତ ବିଭାଗ | ଆସନ୍ତା କାଲି ସକାଳ 9 ଘଣ୍ଟା ସମୟରେ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ବରଗଡ଼ ସହରର ଆଶା କିରଣ ଏରିଆ,ମାତୃ ବିହାର,SS ଗ୍ରୀନହୁଡ ଏରିଆ,SS ଲକ୍ଷ୍ମୀ ନାରାୟଣ ଭିଲ୍ଲା,ଆଶୀର୍ବାଦ ଭିଲ୍ଲା,ଶ୍ରୀ ରାମ ଭିଲ୍ଲା ଏରିଆ ପ୍ରଭାବିତ ହେବ ବୋଲି ସୂଚନା ଦିଆଯାଇଛି | ଏନେଇ ଜନସାଧାରଣଙ୍କୁ ସହଯୋଗ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।