ବାଲିିଅନ୍ତା: ବାଳକାଟି ନିକଟ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ଏକ ବହୁତଳ କୋଠରୀରୁ ଚୋରି
ବହୁତଳ କୋଠରୀରୁ ଚୋରି। ସୋମବାର ଭୋର ୫ ଟା ସମୟରେ ବାଳକାଟି ନିକଟ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି।ଵିଶାଲ ଗାର୍ଡେନ ନାମକ ଏକ ବହୁତଳ କୋଠରୀରୁ ପୃଥକ ଭାବେ ଚୋରି ହୋଇଥିବା ଅଭିଯୋଗ ହୋଇଛି।ଗୋଟିଏ ରାତିରେ ଦୁର୍ବୁତ୍ତ ମାନେ ୪ ଟି ଫ୍ଲାଟରୁ ଚୋରି କରିଛନ୍ତି।ସମସ୍ତ ପରିବାର ଲୋକେ କୌଣସି କାମରେ ବାହାରକୁ ଯାଇଥିଲେ ଯାହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଚୋରି କରିଛନ୍ତି।