କଣ୍ଟାମାଳ କୋର୍ଟ ପକ୍ଷରୁ ବିଶ୍ବ ମାନବାଧିକାର ଦିବସ ପାଳତ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ସଦର କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କଣ୍ଟାମାଳ ତାଳୁକ ଆଇନସେବା ସମିତି ତରଫରୁ ବିଶ୍ବ ମାନବାଧିକାର ଦିବସ ପାଳିତ ହୋଇଯାଇଛି। କଣ୍ଟାମାଳ ତାଳୁକ ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଅଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଟାମାଳ କୋର୍ଟର ବରିଷ୍ଠ ଦେୱାନି ବିଚାରପତି ତପନ କୁମାର ବେହେରା,ବରିଷ୍ଠ ଆଇନଜିବୀ କୈଳାଶ ଚନ୍ଦ୍ର ବାରିକ ,କଣ୍ଟାମାଳ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ପ୍ର